Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ନାଇଟ୍ କ୍ଲବରେ ଅଗ୍ନିକାଣ୍ଡ:୨୩ମୃତ, ଅନେକ ଆହାତ

Published December 7, 2025 ଦୁର୍ଘଟଣା
SHARE

ଓଡ଼ିଶା ଲେଖା ଅଫିସ୍:ବିଳମ୍ବିତ ରାତିରେ ଅଘଟଣ । ଭୟାବହ ଅଗ୍ନିକାଣ୍ଡ ଘଟି ୨୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହାତ ହୋଇଥିବା ଜଣାପଡ଼ିଛି । ଏଭଳି ଅଘଟଣ ଦେଖିବାକୁ ମିଳିଛି ନାଇଟ୍ କ୍ଲବରେ । ସୂଚନାନୁସାରେ, ଗୋଆର ଏକ ନାଇଟ କ୍ଲବ୍ ରେ ବିଳମ୍ବିତ ରାତିରେ ଗ୍ୟାସ୍ ସିଲିଣ୍ଡର୍ ବିସ୍ଫୋରଣ ହୋଇଥିଲା ।

ଯାହାଫଳରେ ଭୟାବହ ଅଗ୍ନିକାଣ୍ଡ ଘଟି ନାଇଟ କ୍ଲବ୍ ରେ ଥିବା ୨୩ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ଜଣ ମହିଳା ଓ ୪ଜଣ ବିଦେଶୀ ପର୍ଯ୍ୟଟକ ଥିବା ସୂଚନା ମିଳିଛି । ନାଇଟ୍ କ୍ଳବର ରୋଷେଇଶାଳାରେ ଗ୍ୟାସ୍ ସିଲିଣ୍ଡର୍ ବିସ୍ଫୋରଣ ଘଟିଥିଲା ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha December 7, 2025 December 7, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ଯତ୍ନ ଓ ସୁରକ୍ଷା ଆବଶ୍ୟକ ଶିଶୁଙ୍କ ପାଇଁ ଶିକ୍ଷଣୀୟ କ୍ଷେତ୍ର ପରିଦର୍ଶନ
ଜିଲ୍ଲା ଖବର
ନାଟୁଗାଁରେ ମୁକୁଳା ପଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର: ଟିପିସିଓଡିଏଲ୍ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଚିଠି ଲେଖିଲେ ଅରୁଣ
ଆଞ୍ଚଳିକ ଖବର
ବରିଷ୍ଠ ଆଇନଜୀବୀ ଜୟଦେବ ନାୟକଙ୍କ ବିୟୋଗରେ ନୟାଗଡ଼ ଜିଲ୍ଲା ଓକିଲ ସଂଘର ଶୋକସଭା
ଆଞ୍ଚଳିକ ଖବର
ବ୍ରହ୍ମପୁରରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର କ୍ଲଷ୍ଟରସ୍ତରୀୟ ପ୍ରଶିକ୍ଷଣ ଶିବିର:ଡିଜିଟାଲ ମିଡ଼ିଆର ସୁଯୋଗ, ସମ୍ଭାବନା, ଆହ୍ୱାନ ଓ ଦାୟିତ୍ୱବୋଧ ଉପରେ ଆଲୋଚନା
ଜିଲ୍ଲା ଖବର

ଅଧିକ ପଢନ୍ତୁ

ଆଞ୍ଚଳିକ ଖବରଦୁର୍ଘଟଣା

ମହାନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

Odisha Lekha August 24, 2026
ଦୁର୍ଘଟଣା

ମହାନଦୀରେ ବୁଡି ୧୩ବର୍ଷର ନାବାଳକ ମୃତ

Odisha Lekha August 23, 2026
ଦୁର୍ଘଟଣା

ଜଗନ୍ନାଥ ମନ୍ଦିର ନିକଟରେ ଜଳିଗଲା ଇଭି ଗାଡ଼ି

Odisha Lekha August 19, 2026
ଜିଲ୍ଲା ଖବରଦୁର୍ଘଟଣା

ସକାଳର ବଡ଼ ଖବର:ଓଲଟିଲା ବସ୍:୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ,୩ଗୁରୁତର

Odisha Lekha August 18, 2026
ଦୁର୍ଘଟଣା

ଅଙ୍ଗନୱାଡ଼ି ଜିଲ୍ଲା ସଭାନେତ୍ରୀଙ୍କ ପରଲୋକ

Odisha Lekha July 6, 2026
ଦୁର୍ଘଟଣା

ଟି ବ୍ରିଜରେ ବଡ଼ ଦୁର୍ଘଟଣା:ବାଇକ୍ ଓ ଅଟୋ ମୁହାଁମୁହିଁ ଧକ୍କା: ବାଇକ୍ ଚାଳକଙ୍କ ମୁଣ୍ଡ ଗଣ୍ଡି ଅଲଗା

Odisha Lekha June 14, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?