Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ବାଲିଝରି-ରତାପାଟ ମହାଲକ୍ଷ୍ମୀ ପୂଜା ମହୋତ୍ସବ:ପଞ୍ଚାୟତ ସ୍ତରର ଉତ୍ସବ ଆଜି ମହୋତ୍ସବରେ ପରିଣତ ହୋଇଛି;ବିଜୟ

Published December 5, 2025 ମନୋରଞ୍ଜନ
SHARE

ନରସିଂହପୁର, (ଓଡ଼ିଶା ଲେଖା): କଟକ ଜିଲ୍ଲା ନରସିଂହପୁର ବ୍ଳକର ସର୍ବ ପୁରାତନ ବାଲିଝରୀ ମାଆ ମହାଲକ୍ଷ୍ମୀ ପୂଜା ମହୋତ୍ସବ ଚଳିତ ବର୍ଷ ୫୩ ବର୍ଷ ପୂର୍ତ୍ତି ଉତ୍ସବ ଅନୁଷ୍ଠିତ ହୋଇଛି। ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଵଳନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ମୁଖ୍ୟ ଅତିଥି ଭାବେ ବଡମ୍ବା ନରସିଂହପୁର ବିଧାୟକ ବିଜୟ କୁମାର ଦଳ ବେହେରା ଯୋଗ ଦେଇ ଉଦ୍ଘାଟନ କରିଥିଲେ। ବାଲିଝରି ମହାଲକ୍ଷ୍ମୀ ପୂଜା,ଦିନେ ଉତ୍ସବ ପାଳନ ହେଉଥିବା ବେଳେ ଆଜି ମହୋତ୍ସବରେ ପରିଗଣିତ ହୋଇଛି । ଏହି ମହୋତ୍ସବ ଏବେ ଓଡିଶା ରେ ଚର୍ଚ୍ଚା ପରିସରକୁ ଆସିଛି। ବାଲିଝରି ଠାରୁ ରତାପାଟ ପର୍ଯ୍ୟନ୍ତ ହେଉଥିବା ବିଶାଳ ମେଳା ମହାଦ୍ରୁମରେ ପରିଣତ ହୋଇଛି ବୋଲି ବିଧାୟକ ଶ୍ରୀଯୁକ୍ତ ଦଳବେହେରା ବକ୍ତବ୍ୟ ରଖିଥିଲେ।

ଆସନ୍ତା ଡିସେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲୁ ରହିବ। ରହି କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା, ମହୋତ୍ସବ କମିଟିର ଉପଦେଷ୍ଟା ବରିଷ୍ଠ ନାଗରିକ ଯୋଗୀନାଥ ନାୟକ, ସମ୍ମାନିତ ଅତିଥି ଭାବେ ନରସିଂହପୁର ତହସିଲଦାର ପ୍ରଳୟାନନ୍ଦ ଶତପଥୀ, ସରପଞ୍ଚ ସ୍ଵାଗତିକା ରାଉତ, ସମିତି ସଭ୍ୟ ମହେଶ୍ଵର ସେଠୀ, ମହୋତ୍ସବ କମିଟିର କାର୍ଯ୍ୟକାରୀ ସଭାପତି ସଞ୍ଜୟ କୁମାର ନାୟକ, କାର୍ଯ୍ୟକାରୀ ସମ୍ପାଦକ ନିହାର ରଞ୍ଜନ ସ୍ୱାଇଁ, ବାଲିଝରି ଗ୍ରାମ୍ୟ କମିଟି ସଭାପତି ଫକିର ଚରଣ ରାଉତ, କାନପୁର ଆଞ୍ଚଳିକ ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha December 5, 2025 December 5, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ଆଉ କିଛି ସମୟ ପରେ ଆରମ୍ଭ ହେବ ଛାତ୍ର ସଂସଦ ନିର୍ବାଚନର ମତଦାନ:ଅପରାହ୍ନରେ ପ୍ରକାଶ ପାଇବ ଫଳାଫଳ, ନୟାଗଡ଼ କଲେଜରେ ୨୧୦୦ ଛାତ୍ରଛାତ୍ରୀ ଦେବେ ଭୋଟ
ଜିଲ୍ଲା ଖବର
ସରିଲା ପ୍ରଚାର, ଅନ୍ଧାରି ବିଜେ ବେଳେ ହାତାହାତି! ଘଣ୍ଟାଏ ଧରି ଅଟକ ରହିଲେ ବ୍ଲକ ଅଧ୍ୟକ୍ଷ ଓ ତାଙ୍କ ପତ୍ନୀ, ଥାନାର ଦ୍ୱାରସ୍ଥ ହେଲେ କିଶୋର ସାହୁ
ଜିଲ୍ଲା ଖବର
ନୟାଗଡ଼ ଜିଲ୍ଲା ଯୋଜନା କମିଟିର ପ୍ରଥମ ବୈଠକ:୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୧,୮୧,୪୬୭ କୋଟି ଟଙ୍କାର ବଜେଟ୍
ଜିଲ୍ଲା ଖବର
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଋଣ ଉଠାଣକୁ ନେଇ ବିବାଦ:୧୩ ଲକ୍ଷ ୩୦ ହଜାର ବଦଳରେ ପାସ୍‌ବୁକ୍‌ରେ ୧୩ ଲକ୍ଷ ୩୯ ହଜାର ଟଙ୍କା ଉଲ୍ଲେଖ ଅଭିଯୋଗ; ୯ ହଜାର ଟଙ୍କାକୁ ନେଇ ଉଠିଲା ପ୍ରଶ୍ନ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ମନୋରଞ୍ଜନ

ମିଠା ମିଠା ଗୀତର ସଂଜରେ: ଗୀତ ଶୁଣି ମଜ୍ଜା ଉଠାଇଲେ ଦର୍ଶକ

Odisha Lekha June 14, 2026
ମନୋରଞ୍ଜନ

ଜିଲ୍ଲା ମହୋତ୍ସବ ଚତୁର୍ଥ ସନ୍ଧ୍ୟା:ନୟଗଡ଼ିଆ ବୋଲି ଗର୍ବ କରୁଛେ:ରମେଶ ଦିପ୍ତିରେଖାଙ୍କ କଣ୍ଠ ସ୍ଵରରେ ଝୁମିଲେ ଦର୍ଶକ

Odisha Lekha December 28, 2025
ମନୋରଞ୍ଜନସ୍ୱତନ୍ତ୍ର ଖବର

ଜିଲ୍ଲା ମହୋତ୍ସବର ତୃତୀୟ ସନ୍ଧ୍ୟା:ମଞ୍ଚରେ ଉଠିଲା ମେଡିକାଲ କଲେଜ ନିର୍ମାଣ ଦାବି:ଲୋକଙ୍କ ମତ ଅନୁସାରେ ହେବ ମେଡିକାଲ୍ କଲେଜ:ଦୁଷ୍ମନ୍ତ

Odisha Lekha December 27, 2025
ମନୋରଞ୍ଜନ

ସାଇ ଶିକ୍ଷା ନିକେତନର ପ୍ରଥମ ବାର୍ଷିକ ଉତ୍ସବ:ଛାତ୍ରଛାତ୍ରୀଙ୍କ ପାଖରେ ଅତିରିକ୍ତ ଭାବେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଭୂମିକା ଅଭିଭାବକ ମାନେ ତୁଲାଇବାର ଆବଶ୍ୟକ:ଅରୁଣ

Odisha Lekha December 26, 2025
ମନୋରଞ୍ଜନସ୍ୱତନ୍ତ୍ର ଖବର

ନୟାଗଡ଼ ଜିଲ୍ଲା ମହୋତ୍ସବ ପଲିଶ୍ରୀ ମେଳା, କୃଷି ଓ ଯନ୍ତ୍ରପାତି ମେଳା ଓ ପୁସ୍ତକ ମେଳା-୨୦୨୫ ଉଦଘାଟିତ: ନୟାଗଡ଼ ମାଟି ସହ କଳା ସଂସ୍କୃତି ଐତିହ୍ୟ ପରି ପୁରକ ଭାବେ ଜଡ଼ିତ:ମନ୍ତ୍ରୀ

Odisha Lekha December 25, 2025
ମନୋରଞ୍ଜନ

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ୩୧ତମ ବାର୍ଷିକ ଉତ୍ସବ:ବିଦ୍ୟା ମନ୍ଦିରର ମୁଖପତ୍ର ‘ରୁକ୍ଷୀଫୁଲ’ ଉନ୍ମୋଚନ

Odisha Lekha December 21, 2025
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?