Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ମିଛ ଆତଙ୍କରେ ଆତଙ୍କିତ:ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ଯୁବକ

Published October 31, 2025 ସ୍ୱତନ୍ତ୍ର ଖବର
Oplus_16908288
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ବଡ଼ପଣ୍ଡୁସର ରେଲୱେ ବ୍ରିଜ ନିକଟରେ ଥିବା କୁସୁମୀ ନଦୀରେ ଏକ କୁମ୍ଭୀର ଥିବା ସ୍ଥାନୀୟ ଅଞ୍ଚଳରେ ଏକ ଗ୍ରୁପ୍ ରେ ଘୁରି ବୁଲୁଛି । କୁସୁମୀ ନଦୀରେ କୁମ୍ଭୀରର ଫଟୋ ଦେଖି ସ୍ଥାନୀୟ ଅଞ୍ଚଳରେ ଆତଙ୍କିତ ଖେଳି ଯାଇଛି। ଫୋଟୋରେ କୁମ୍ଭୀରର ଆକାର ବଡ଼ ଦେଖି ସ୍ଥାନୀୟ ଲୋକଙ୍କ ମନରେ ଭୟ ଖେଳି ଯାଇଛି । ଏଡ଼େ ବଡ଼ କୁମ୍ଭୀରର ଫୋଟୋ ପ୍ରଶାସନ ପାଖରେ ଖବର ନାହିଁ, ଏହା ସତ୍ୟ ନା ମିଛ ଜାଣିବା ପାଇଁ ବନ ବିଭଗ ସାଙ୍ଗରେ ଯୋଗାଯୋଗ କରିବା ପରେ ଏବଂ ସ୍ଥାନୀୟ କିଛି ଯୁବକଙ୍କ ସହ ଆଲୋଚନା କରିବା ପରେ ଜଣାପଡ଼ିଲା ଯେ, ଏହା ସମ୍ପୂର୍ଣ୍ଣ ମିଛ ଘଟଣା । କୁସୁମୀ ନଦୀର ବଡ଼ ପଣ୍ଡୁସର ରେଲୱେ ବ୍ରିଜ ଠାରେ କୌଣସି କୁମ୍ଭୀର ନଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ଟ୍ରେଣ୍ଡରେ ଥିବା ” ଏଆଇ ” ଆପ୍ ରେ କେହି ଜଣେ ଯୁବକ ଏପରି ଏଡିଟିଙ୍ଗ କରି ୱାର୍ଡସ ଅଫ୍ ଗ୍ରୁପ୍ ରେ ସେୟାର କରି ଲୋକଙ୍କୁ ଭୟଭୀତ କରାଉଥିବା ଥିବା ଜଣାପଡ଼ିଛି । ରାତି ପାହିଲେ ପଞ୍ଚୁକ ଲୋକ ମାନେ ସକାଳୁ ସକାଳୁ ନଦୀ ପୋଖରୀ ଉପରେ ନିର୍ଭର କରୁଥିବା ବେଳେ କେହି ଜଣେ ଦୃବୁର୍ତ୍ତ ଲୋକଙ୍କୁ ଭୟଭୀତ କରାଇବା ପାଇଁ କିମ୍ବା ସୋସିଆଲ ମିଡ଼ିଆରେ ଭ୍ୟୁୟ ନେବା ଆଶାରେ ଏପରି ଦୁଃସାହସିକ କାର୍ଯ୍ୟ କରିଥିବା ଜଣାପଡ଼ିଛି । ତେଣୁ ସ୍ଥାନୀୟ ଅଞ୍ଚଳବସୀ ଏପରି ମିଥ୍ୟା ଗୁଜବ ଠାରୁ ଦୂରେଇ ରୁହନ୍ତୁ । ବିଶ୍ୱାସ କରନ୍ତୁ ନାହିଁ ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha October 31, 2025 October 31, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା
ଜିଲ୍ଲା ଖବର
ବିଜେପି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଏସ୍‌ପି କାର୍ଯ୍ୟାଳୟ ଆଗରେ କଂଗ୍ରେସର ଧାରଣା :ପ୍ରହଲ୍ଲାଦଙ୍କ ଅବସ୍ଥା ଗୁରୁତର:ଶାଶ୍ୱତଆହାତ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍ : ସରିଲା ମତଦାନ, ଫଳାଫଳକୁ ଅପେକ୍ଷା:ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭୬.୫୩% ମତଦାନ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍: ଅପରାହ୍ନ ୧ଟା ସୁଦ୍ଧା ୭0% ମତଦାନ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ସ୍ୱତନ୍ତ୍ର ଖବର

ନୟାଗଡ଼ର ମାଟିରେ ସ୍ୱାଧୀନତା ସଂଗ୍ରାମର ଅମର ଗାଥା:ଅକ୍ଟୋବର ୧୦ରେ ସହିଦ ହୋଇଥିଲେ ଆଦିବାସୀ ନେତା କଷ୍ଟି ଡାକୁଆ

Odisha Lekha October 10, 2026
ସ୍ୱତନ୍ତ୍ର ଖବର

ସ୍ୱାଧୀନତାର ୮୦ ବର୍ଷ – ଆମେ କେଉଁଠି ?

Odisha Lekha October 4, 2026
ସ୍ୱତନ୍ତ୍ର ଖବର

ନୟାଗଡ଼ର ଦୁଇ ପୂର୍ବତନ ଏସ୍‌ପିଙ୍କ ଭିନ୍ନ ଅନ୍ଦାଜ:ଜଣଙ୍କ କଠୋର ଅପରାଧ ଦମନ, ଆଉ ଜଣଙ୍କ ଲୋକସମ୍ପର୍କ ଓ ମାନବିକତା

Odisha Lekha October 1, 2026
ସ୍ୱତନ୍ତ୍ର ଖବର

ପାର୍ବଣ ଋତୁରେ ‘ଓଡ଼ିଶା ଲେଖା’ର ପୂଜା ଧମାକା :ଆସୁଛି ଲକି ଡ୍ର କୂପନ:୩୦ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ମିଳିବ ଆକର୍ଷଣୀୟ ପୁରସ୍କାର

Odisha Lekha September 25, 2026
ସ୍ୱତନ୍ତ୍ର ଖବର

ସମ୍ପାଦକୀୟ:ନୟାଗଡ଼ର ସୂର୍ଯ୍ୟୋଦୟ

Odisha Lekha September 16, 2026
ସ୍ୱତନ୍ତ୍ର ଖବର

ସମ୍ପାଦକୀୟ:ଏକ ଅପୂରଣୀୟ ଶୂନ୍ୟତା

Odisha Lekha September 13, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?