Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ରାଜ୍ୟ ରାଜପଥରେ ମୃତ ଶରୀର ରଖି ରାସ୍ତା ଅବରୋଧ

Published October 26, 2025 ଦୁର୍ଘଟଣା
SHARE

ନୟାଗଡ଼, (ଓଡ଼ିଶା ଲେଖା):ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ରୋହିବାଙ୍କ ପଞ୍ଚାୟତ ଲାଉଖାଲ ନୃସିଂହପ୍ରସାଦ ଗ୍ରାମବାସୀ ୨୧ ନଂ ଭଞ୍ଜନଗର-ଭୁବନେଶ୍ୱର ରାଜ୍ୟପଥରେ ମୃତଦେହ ରଖି ରାସ୍ତାକୁ ଅବରୋଧ କରିଛନ୍ତି। ବିଶେଷ କରି ମୃତକ ନାବାଳକଙ୍କ ପରିବାରବର୍ଗଙ୍କୁ ଆର୍ଥିକ ସହାୟତା ଓ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାରୋକ ହୋଇଥିବା ଜଣାପଡିଛି। ସୂଚନାନୁସାରେ, କାର୍ତ୍ତିକମାସ ଉପଲକ୍ଷେ ଶନିବାର ସନ୍ଧ୍ୟା ସମୟରେ ଗାଁର ଯୁବକମାନେ ଭଜନ ସଂକୀର୍ତ୍ତନ କରୁଥିବା ସମୟରେ ହଠାତ ଆମ ଓଡ଼ିଶା ନବୀନ ଓଡିଶା ଯୋଜନା ଅନ୍ତର୍ଗତ ନିର୍ମାଣ ହୋଇଥିବା ଉନ୍ନୟନ ପ୍ରକଳ୍ପର କାର୍ଯ୍ୟ ଫଳକ ହଠାତ ଭୁଶୁଡି ପଡିଥିଲା।

ସେହି ସମୟରେ ଉକ୍ତ ସ୍ଥାନ ଦେଇ ଯାଉଥିବା ହୀନ ମହାଙ୍କୁଡ଼ (୧୪)ଙ୍କ ଉପରେ ଲଦି ହୋଇଯାଇଥିଲା। ଫଳରେ ନାବାଳକର ମୁଣ୍ଡ ସମେତ ଗୋଡ଼ ଓ ଶରୀରରେ ଗଭୀର ଆଘାତ ସୃଷ୍ଟି ହୋଇଥିଲା।ପରବର୍ତ୍ତୀ ଅବସ୍ଥାରେ ଓଡ଼ଗାଁ ଡାକ୍ତରଖାନାରେ ମୃତ୍ୟୁ ଘୋଷିତ ହୋଇଥିଲା। ଆଜି ସକାଳୁ ଶବ ବ୍ୟବଚ୍ଛେଦ କରି ପରିବାରବର୍ଗଙ୍କୁ ସ୍ଥାନାନ୍ତର ପରେ ଗ୍ରାମବାସୀ ମୃତ ଦେହକୁ ରାଜ୍ୟରାଜପଥ ଉପରେ ରଖି ପ୍ରତିବାଦ ଜଣାଇଛନ୍ତି।ଘଟଣାସ୍ଥଳରେ ଓଡ଼ଗାଁ ଆଦର୍ଶ ଥାନା ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି।

Preloader Image
IMG-20260815-WA0003
IMG-20260108-WA0001
Odisha Lekha October 26, 2025 October 26, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା
ଜିଲ୍ଲା ଖବର
ବିଜେପି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଏସ୍‌ପି କାର୍ଯ୍ୟାଳୟ ଆଗରେ କଂଗ୍ରେସର ଧାରଣା :ପ୍ରହଲ୍ଲାଦଙ୍କ ଅବସ୍ଥା ଗୁରୁତର:ଶାଶ୍ୱତଆହାତ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍ : ସରିଲା ମତଦାନ, ଫଳାଫଳକୁ ଅପେକ୍ଷା:ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭୬.୫୩% ମତଦାନ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍: ଅପରାହ୍ନ ୧ଟା ସୁଦ୍ଧା ୭0% ମତଦାନ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ଦୁର୍ଘଟଣା

ପୋଖରୀରେ ବୁଡ଼ି ନାବାଳିକା ମୃତ:ଗାଁରେ ଶୋକାକୁଳ ପରିସ୍ଥିତି

Odisha Lekha October 3, 2026
ଦୁର୍ଘଟଣା

ବାଣିଗୋଚ୍ଛା ନିକଟରେ ‘ସାରଳା’ ବସ୍ ଦୁର୍ଘଟଣା

Odisha Lekha October 1, 2026
ଜିଲ୍ଲା ଖବରଦୁର୍ଘଟଣା

ସେଲ୍ଫି ହେଲା କାଳ! ସିଧାମୂଳା ବ୍ରିଜରୁ ଖସି ମହାନଦୀରେ ଯୁବକ ନିଖୋଜ

Odisha Lekha September 25, 2026
ଦୁର୍ଘଟଣା

ଦେଓଝର ରାସ୍ତାରେ ବାଇକ ଦୁର୍ଘଟଣା:ଜଣେ ଯୁବକଙ୍କ ମୃତ୍ୟୁ, ଜଣେ ଗୁରୁତର

Odisha Lekha September 9, 2026
ଦୁର୍ଘଟଣା

ଦେଓଝରରେ ଅଘଟଣ:ପଥରରେ ପଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ

Odisha Lekha September 5, 2026
ଜିଲ୍ଲା ଖବରଦୁର୍ଘଟଣା

ଗଛକୁ ଧକ୍କା ଦେଲା ଯାତ୍ରୀବାହୀ ବସ: ଡ୍ରାଇଭର ମୃତ, ୨୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

Odisha Lekha September 4, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?