Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ରାଜସ୍ଥାନ ରୟାଲ୍ସର ହେଡ୍‌ କୋଚ୍‌ ପଦରୁ ରାହୁଲ ଦ୍ରାବିଡ ଇସ୍ତଫା

Published August 30, 2025 ଦେଶ ବିଦେଶ ରାଜ୍ୟ ଖବର
SHARE

ରାଜସ୍ଥାନ ରୟାଲ୍ସର ମୁଖ୍ୟ କୋଚ୍ ପଦରୁ ରାହୁଲ ଦ୍ରାବିଡ଼ଙ୍କ ଇସ୍ତଫା । ଏ ନେଇ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଘୋଷଣା କରାଯାଇଛି । ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ ଆଗାମୀ ୨୦୨୬ IPL ପୂର୍ବରୁ ଫ୍ରାଞ୍ଚାଇଜି ସହ ସମ୍ପର୍କ ଶେଷ କରିଥିବା କୁହାଯାଇଛି ।ରାଜସ୍ଥାନ ରୟାଲ୍ସର ସରକାରୀ ବିବୃତ୍ତିରେ କୁହାଯାଇଛି, ‘ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ IPL 2026 ପୂର୍ବରୁ ରାଜସ୍ଥାନ ରୟାଲ୍ସ ସହିତ ତାଙ୍କର କାର୍ଯ୍ୟକାଳ ଶେଷ କରିବେ। ରାହୁଲ ବହୁ ବର୍ଷ ଧରି ରୟାଲ୍ସର ଯାତ୍ରାରେ ଜଣେ ପ୍ରମୁଖ ଖେଳାଳି ରହିଆସିଛନ୍ତି। ତାଙ୍କ ନେତୃତ୍ୱ ଖେଳାଳିଙ୍କ ଏକ ପିଢ଼ିକୁ ପ୍ରଭାବିତ କରିଛି। ସେ ଦଳରେ ଦୃଢ଼ ମୂଲ୍ୟବୋଧ ସୃଷ୍ଟି କରିଛନ୍ତି ଏବଂ ଫ୍ରାଞ୍ଚାଇଜ ସଂସ୍କୃତିରେ ଏକ ଅସୀମ ଛାପ ଛାଡିଛନ୍ତି।’ଦ୍ରାବିଡଙ୍କ ନେତୃତ୍ୱରେ ରୟାଲ୍ସ ୨୦୧୩ରେ ଆଇପିଏଲରେ ତୃତୀୟ ସ୍ଥାନ ଓ ଚାମ୍ପିୟନ୍ସ ଲିଗ୍ ଟି-୨୦ ଫାଇନାଲରେ ପହଞ୍ଚିଥିଲା । ଗତ ଆଇପିଏଲ୍ ସିଜିନରେ ରାଜସ୍ଥାନ ରୟାଲ୍ସର ପ୍ରଦର୍ଶନ ନୈରାଶଜନକ ଥିଲା । ଦ୍ରାବିଡ଼ଙ୍କ ନେତୃତ୍ୱରେ ଦଳ ମାତ୍ର ୧୪ଟି ମ୍ୟାଚ୍ ରୁ ୪ଟି ଜିତିଥିଲା । ପଏଣ୍ଟ ଟେବୁଲରେ ନବମ ସ୍ଥାନରେ ରହିଥିଲା । ଖରାପ ପ୍ରଦର୍ଶନ ସହ ଦ୍ରାବିଡ଼ ପାଦରେ ଆଘାତ ଯୋଗୁଁ ଅଧିକାଂଶ ସମୟ ହ୍ୱିଲଚେୟାରରେ ରହିଥିଲେ, ଯାହା ତାଙ୍କ କୋଚିଂ ଦାୟିତ୍ୱକୁ ଆହୁରି କଷ୍ଟକର କରିଥିଲା । ଫ୍ରାଞ୍ଚାଇଜି ରାହୁଲଙ୍କୁ ଆଉ ଏକ ବଡ଼ ଦାୟିତ୍ବ ଦେଇଥିଲା, କିନ୍ତୁ ଦ୍ରାବିଡ଼ ଏହା ଗ୍ରହଣ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Preloader Image
IMG-20260815-WA0003
IMG-20260108-WA0001
odishalekha August 30, 2025 August 30, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ଆଉ କିଛି ସମୟ ପରେ ଆରମ୍ଭ ହେବ ଛାତ୍ର ସଂସଦ ନିର୍ବାଚନର ମତଦାନ:ଅପରାହ୍ନରେ ପ୍ରକାଶ ପାଇବ ଫଳାଫଳ, ନୟାଗଡ଼ କଲେଜରେ ୨୧୦୦ ଛାତ୍ରଛାତ୍ରୀ ଦେବେ ଭୋଟ
ଜିଲ୍ଲା ଖବର
ସରିଲା ପ୍ରଚାର, ଅନ୍ଧାରି ବିଜେ ବେଳେ ହାତାହାତି! ଘଣ୍ଟାଏ ଧରି ଅଟକ ରହିଲେ ବ୍ଲକ ଅଧ୍ୟକ୍ଷ ଓ ତାଙ୍କ ପତ୍ନୀ, ଥାନାର ଦ୍ୱାରସ୍ଥ ହେଲେ କିଶୋର ସାହୁ
ଜିଲ୍ଲା ଖବର
ନୟାଗଡ଼ ଜିଲ୍ଲା ଯୋଜନା କମିଟିର ପ୍ରଥମ ବୈଠକ:୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୧,୮୧,୪୬୭ କୋଟି ଟଙ୍କାର ବଜେଟ୍
ଜିଲ୍ଲା ଖବର
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଋଣ ଉଠାଣକୁ ନେଇ ବିବାଦ:୧୩ ଲକ୍ଷ ୩୦ ହଜାର ବଦଳରେ ପାସ୍‌ବୁକ୍‌ରେ ୧୩ ଲକ୍ଷ ୩୯ ହଜାର ଟଙ୍କା ଉଲ୍ଲେଖ ଅଭିଯୋଗ; ୯ ହଜାର ଟଙ୍କାକୁ ନେଇ ଉଠିଲା ପ୍ରଶ୍ନ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ରାଜ୍ୟ ଖବର

ବଦଳିଲେ ଓଡ଼ିଶା ସମେତ ୬ଟି ରାଜ୍ୟର ରାଜ୍ୟପାଳ:ବ୍ରଜମୋହନ ରାମଙ୍କୁ ଓଡ଼ିଶା ରାଜ୍ୟର ନୂଆ ଦାୟିତ୍ୱ

Odisha Lekha October 12, 2026
ରାଜ୍ୟ ଖବର

ନୟାଗଡ଼ ପ୍ରଜାମଣ୍ଡଳ ମହିଳା କଲେଜରେ ଉତ୍ତେଜନା:ପୋଲିସର ଭୂମିକାକୁ ନେଇ ବିଧାୟକ ଅରୁଣଙ୍କ କ୍ଷୋଭ :ଛାତ୍ର ସଂସଦ ନିର୍ବାଚନ ନାମାଙ୍କନକୁ ନେଇ ବିବାଦ:ଅନିର୍ଦ୍ଦିଷ୍ଟ କାଳ ପାଇଁ ‘ସାଇନ୍-ଏ-ଡାଏ’ ଘୋଷଣା କଲା ପ୍ରଶାସନ

Odisha Lekha October 9, 2026
ଦେଶ ବିଦେଶ

ବିଶିଷ୍ଟ ଅଭିନେତା ନାନା ପାଟେକରଙ୍କ ବିୟୋଗ :୭୫ ବର୍ଷ ବୟସରେ ପରଲୋକ :ଭାରତୀୟ ସିନେମା ଜଗତରେ ଶୋକ

Odisha Lekha October 8, 2026
ରାଜ୍ୟ ଖବର

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

Odisha Lekha October 2, 2026
ଦେଶ ବିଦେଶ

ରିଅଲ ହିରୋ ସାଜିଲେ ପାଇଲଟ୍ ସ୍ମିତ ମଚ୍ଛାର: ମଝି ଆକାଶରେ ବିମାନ ଦୁର୍ଘଟଣା ରୋକିଲେ, ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

Odisha Lekha October 1, 2026
ରାଜ୍ୟ ଖବର

ମହାନଦୀ ଜଳ ବିବାଦ:ଆଜି ଦିଲ୍ଲୀରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

Odisha Lekha October 1, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?