Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ଚାଷୀ ଓ ଚାଷର ସୁରକ୍ଷା ପାଇଁ ପୁରୀରେ ନବନିର୍ମାଣର ବିଶାଳ ଶୋଭାଯାତ୍ରା  

Published October 31, 2025 ରାଜ୍ୟ ଖବର
SHARE

ଓଡ଼ିଶା ଲେଖା ଅଫିସ୍:ସରକାର ପ୍ରଚାର ଓ ଭାଷଣରେ କୃଷି ଓ କୃଷକଙ୍କ ସରକାର କହୁଥିବା ବେଳେ ବାସ୍ତବ ପକ୍ଷେ ଚାଷୀ ଓ ଚାଷର ଉନ୍ନତି ପାଇଁ ଠୋସ୍ ଯୋଜନା କିଛି ନକରି ଚାଷୀ ମାରଣ ନୀତି ଆପଣାଇଛନ୍ତି। ଅଷ୍ଟମ ବେତନ କମିଶନ ସୁପାରିଶ କରି କର୍ମଚାରୀଙ୍କୁ ବଜେଟର ହାରାହାରି ଅଧା ଅଜାଡ଼ି ଦେଲା ବେଳେ ଚାଷୀ ସୁରକ୍ଷା ଭତ୍ତା ପାଇଁ ବଜେଟର ୬ ଭାଗରୁ ଭାବେ ଦେବାର ନା ଧରୁନାହାଁନ୍ତି। ୨୦୨୬ ଜାନୁୟାରୀରୁ ଗୋଟିଏ ଚପରାଶିର ଦରମା ୪୫,୦୦୦ ହେଲା ବେଳେ, ୨୦ ବର୍ଷ ବୟସରୁ ଗୋଟିଏ ଚାଷୀ ଯିଏ ଦେଶର ପେଟକୁ ସୁରକ୍ଷାର ସେବା ଯୋଗାଉଛି, ତା ପାଇଁ ଚପରାଶିର ୪ ଭାଗରୁ ଭାଗେ ଅର୍ଥାତ୍ ହାରାହାରି ମାସକୁ ୧୦,୦୦୦ ଟଙ୍କା ଦେବା ପାଇଁ ସରକାର କୁଣ୍ଠାବୋଧ କରୁଛନ୍ତି କାହିଁକି ? ଓଡ଼ିଶାରେ ଏକ ପ୍ରତିଶତ ଚାକିରିଆ ବଜେଟର ହାରାହାରି ଅଧା ୧ ଲକ୍ଷ କୋଟିରୁ ଉର୍ଦ୍ଧ୍ବ ଦରମା ପେନସନ ନେଇଯାଉଥିବା ବେଳେ ସମ୍ବିଧାନର ଧାରା ୨୧ର ଆଧାର ଉପରେ କାହିଁକି ଓଡ଼ିଶାର ୩୬ ଲକ୍ଷ ଚାଷୀ ମାସିକ ୧୦,୦୦୦ ହିସାବରେ ୪୩ ହଜାର ୨ଶହ କୋଟି ଟଙ୍କା (ଯାହା ବଜେଟର ୬ ଭାଗରୁ ଭାଗେ) ଚାଷୀକୁ ଦେବା ପାଇଁ ସରକାରଙ୍କର ପ୍ରସ୍ତୁତି କାହିଁକି ନାହିଁ ?

ସେହିଭଳି ଏଥରକ ୨୬୬ ଟଙ୍କା ୟୁରିଆ ସାରକୁ ଚାଷୀ ସ୍ଥଳ ବିଶେଷରେ ୩ ଗୁଣା ଦାମ୍ ଦେଇ  ୮୦୦ ରୁ ୧,୦୦୦ ଟଙ୍କାରେ କିଣିଛନ୍ତି। ଧାନ ବିକ୍ରି ସମୟରେ ମିଲରମାନଙ୍କ ମନମାନି କରି ୬ରୁ ୧୨ କେଜି ପର୍ଯ୍ୟନ୍ତ ଧାନ କାଟିନେଇଛନ୍ତି। ସବୁଠାରୁ ଦୁଃଖ ଓ କ୍ଷୋଭର ବିଷୟ ଯେ, ଭାଗଚାଷୀଙ୍କୁ ସରକାର ଚାଷୀର ମାନ୍ୟତା ଦେବାପାଇଁ ବାଟ ବାହାର କରୁନାହାନ୍ତି। କାଳିଆ ଯୋଜନାରେ ପ୍ରୋତ୍ସାହନ ପାଇଥିବା ସମସ୍ତ ଚାଷୀଙ୍କ ଠାରୁ ସରକାର ଧାନ କିଣିବା ପାଇଁ ପଦକ୍ଷେପ ନେବାକୁ ଆହ୍ବାନ ଦିଆଯାଇଥିଲା, କିନ୍ତୁ ତାହା କଥାରେ ରହିଗଲା।

Preloader Image
IMG-20260815-WA0003
IMG-20260108-WA0001
Odisha Lekha October 31, 2025 October 31, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନେପାଳ ବନ୍ୟାରେ ଭାରତର ବଡ଼ ସହାୟତା:ପ୍ରଥମ ଦେଶ ଭାବେ ୬୮ ଟନ୍‌ ରିଲିଫ ସାମଗ୍ରୀ ପଠାଇଲା ଭାରତ, ବିଶ୍ୱର ବିଭିନ୍ନ ଦେଶ ବି ବଢ଼ାଇଲେ ସହାୟତାର ହାତ
ଦେଶ ବିଦେଶ
ନୟାଗଡ଼ ବିଜେଡ଼ି କାର୍ଯ୍ୟାଳୟରେ ‘Gen Z Inspection’ କାର୍ଯ୍ୟକ୍ରମ
ଜିଲ୍ଲା ଖବର
ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ;ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା:୧୦ ପ୍ରଶ୍ନର ଜବାବ୍ ମାଗିଲେ ଅରୁଣ
ରାଜନୀତି ରାଜ୍ୟ ଖବର
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ସୌମ୍ୟ ରଞ୍ଜନ:ସାହସିକତା ପାଇଁ ପାଇଲେ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର
ରାଜ୍ୟ ଖବର

ଅଧିକ ପଢନ୍ତୁ

ରାଜନୀତିରାଜ୍ୟ ଖବର

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ;ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା:୧୦ ପ୍ରଶ୍ନର ଜବାବ୍ ମାଗିଲେ ଅରୁଣ

Odisha Lekha August 30, 2026
ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ସୌମ୍ୟ ରଞ୍ଜନ:ସାହସିକତା ପାଇଁ ପାଇଲେ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର

Odisha Lekha August 30, 2026
ରାଜନୀତିରାଜ୍ୟ ଖବର

ଅପାରଗ ଜିଲ୍ଲା ପ୍ରଶାସନ:ଜିଲ୍ଲା ପରିଷଦ ସଦସ୍ୟଙ୍କୁ ସରକାରୀ କାର୍ଯ୍ୟକ୍ରମରେ ନିମନ୍ତ୍ରଣ, ଅନ୍ୟପଟେ ଥାନାରେ ଅଟକ ରଖିବାକୁ ନିର୍ଦ୍ଦେଶ: ଥାନା ସମ୍ମୁଖରେ ବିଜେଡ଼ି ନେତା ଓ କର୍ମୀଙ୍କ ଧାରଣା

Odisha Lekha August 28, 2026
ରାଜ୍ୟ ଖବର

ସଂଖ୍ୟାଲଘୁ ସେଲ: ନିଯୁକ୍ତ ହେଲେ ସାଂଗଠନିକ ସଭାପତି ଓ ସାଧାରଣ ସମ୍ପାଦକ

Odisha Lekha August 26, 2026
ରାଜ୍ୟ ଖବର

ବନ୍ୟା ପ୍ରଭାବିତ ଲୋକଙ୍କ ସମସ୍ୟା ବୁଝିବେ ନେତା:୩ନେତାଙ୍କୁ ଦାୟିତ୍ବ ଦେଲେ ନବୀନ

Odisha Lekha August 17, 2026
ରାଜ୍ୟ ଖବର

ବିଜେପି ନେତାଙ୍କୁ ସାମ୍ବାଦିକ ସମ୍ମିଳନୀରେ ଧୋଇଲେ ଅରୁଣ:ବିଜେପି ସରକାର ଏବେ ପେପର୍ ଲିକ୍ ସରକାର:ଅରୁଣ

Odisha Lekha July 22, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?