Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ସଡ଼କ ଦୁର୍ଘଟଣା ସଚେତନତା:ଦେବଦୂତ ସେବା ପରିଷଦର ନିଆରା ଉଦ୍ୟମ

Published August 19, 2025 ଦୁର୍ଘଟଣା
SHARE

ନୟାଗଡ଼, (ଓଡ଼ିଶା ଲେଖା): ରାଜରାସ୍ତାରେ ଅଧିକାଂଶ ଗାଈଗୋରୁ, ଷଣ୍ଢ ପ୍ରଭୁତି ପଶୁମାନେ ବିଚରଣ କରିବା ହେତୁ ରାତ୍ର ସମୟରେ ଗାଡ଼ି ଚାଳକ ମାନେ ଦେଖି ନପାରି ବହୁତ ଗୁଡ଼ାଏ ଦୁର୍ଘଟଣା ମାନ ଘଟୁଥିବାର ଦେଖି ଦେବଦୂତ ସେବା ପରିଷଦର ସଦସ୍ୟ ମାନେ ମିଶି ଜନ୍ମାଷ୍ଟମୀ ଠାରୁ ପ୍ରାୟ ୫ଦିନ ଧରି ନୟାଗଡ଼ ଜଗନ୍ନାଥ ମନ୍ଦିର ଠାରୁ ଇଟାମାଟି ପର୍ଯ୍ୟନ୍ତ ଏବଂ ବଲାଙ୍ଗୀ ବନ୍ଧ ଠାରୁ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପର୍ଯ୍ୟନ୍ତ ରାଜରାସ୍ତାରେ ବୁଲୁଥିବା ପ୍ରାୟ୧୫୦ରୁ ଉର୍ଦ୍ଧ ଗୋରୁ ମାନଙ୍କ ବେକରେ ରେଡିୟମ ଫିତା ପିନ୍ଧାଇଛନ୍ତି। ଏହାଦ୍ୱାରା ଅନ୍ୟାୟାଶା ରେ ଦୁର୍ଘଟଣା ଗ୍ରସ୍ତ ହେଉଥିବା ନିରୀହ ପଶୁଗୁଡ଼ିକର ରକ୍ଷା କରାଯାଇପାରିବ ବୋଲି ସମସ୍ତ ସଦସ୍ୟ ମତ ବ୍ୟକ୍ତ କରିବା ପରେ ଅନୁଷ୍ଠାନର ସଭାପତି ଉମାକାନ୍ତ ମହାପାତ୍ର ଓ ସମ୍ପାଦକ ପ୍ରଭୁଦତ୍ତ ପ୍ରଧାନଙ୍କ ନିର୍ଦେଶ କ୍ରମେ ସମସ୍ତେ ଏକତ୍ରିତ ହୋଇ ଏହି କାର୍ଯ୍ୟକ୍ରମ ସମ୍ପାଦାନ କରିଛନ୍ତି।ଦେବଦୂତ ସେବା ପରିଷଦର ଏପରି ସଚେତନତାକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha August 19, 2025 August 19, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ବ୍ରହ୍ମପୁରରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର କ୍ଲଷ୍ଟରସ୍ତରୀୟ ପ୍ରଶିକ୍ଷଣ ଶିବିର:ଡିଜିଟାଲ ମିଡ଼ିଆର ସୁଯୋଗ, ସମ୍ଭାବନା, ଆହ୍ୱାନ ଓ ଦାୟିତ୍ୱବୋଧ ଉପରେ ଆଲୋଚନା
ଜିଲ୍ଲା ଖବର
ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ଅଭିଯୋଗ;ଖୁବ୍‌ଶୀଘ୍ର ୪ ଜଣ ଡାକ୍ତରଙ୍କ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ:ବିଧାୟକ
ଆଞ୍ଚଳିକ ଖବର ସ୍ବାସ୍ଥ୍ୟ
“ସହର ଆମର, ସମ୍ପତ୍ତି ଆମର;ସ୍ୱଚ୍ଛତା ଓ ସୁରକ୍ଷା ଦାୟିତ୍ୱ ମଧ୍ୟ ଆମର”:ଅରୁଣ
ଜିଲ୍ଲା ଖବର
ସମ୍ପାଦକୀୟ: ନୟାଗଡ଼ର ସବୁଜ ବନାନୀ, ସୁରକ୍ଷା ଆମର ଦାୟିତ୍ୱ
ସ୍ୱତନ୍ତ୍ର ଖବର

ଅଧିକ ପଢନ୍ତୁ

ଆଞ୍ଚଳିକ ଖବରଦୁର୍ଘଟଣା

ମହାନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

Odisha Lekha August 24, 2026
ଦୁର୍ଘଟଣା

ମହାନଦୀରେ ବୁଡି ୧୩ବର୍ଷର ନାବାଳକ ମୃତ

Odisha Lekha August 23, 2026
ଦୁର୍ଘଟଣା

ଜଗନ୍ନାଥ ମନ୍ଦିର ନିକଟରେ ଜଳିଗଲା ଇଭି ଗାଡ଼ି

Odisha Lekha August 19, 2026
ଜିଲ୍ଲା ଖବରଦୁର୍ଘଟଣା

ସକାଳର ବଡ଼ ଖବର:ଓଲଟିଲା ବସ୍:୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ,୩ଗୁରୁତର

Odisha Lekha August 18, 2026
ଦୁର୍ଘଟଣା

ଅଙ୍ଗନୱାଡ଼ି ଜିଲ୍ଲା ସଭାନେତ୍ରୀଙ୍କ ପରଲୋକ

Odisha Lekha July 6, 2026
ଦୁର୍ଘଟଣା

ଟି ବ୍ରିଜରେ ବଡ଼ ଦୁର୍ଘଟଣା:ବାଇକ୍ ଓ ଅଟୋ ମୁହାଁମୁହିଁ ଧକ୍କା: ବାଇକ୍ ଚାଳକଙ୍କ ମୁଣ୍ଡ ଗଣ୍ଡି ଅଲଗା

Odisha Lekha June 14, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?