Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ଜଗନ୍ନାଥ ମନ୍ଦିର ନିକଟରେ ଜଳିଗଲା ଇଭି ଗାଡ଼ି

Published August 19, 2026 ଦୁର୍ଘଟଣା
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜଗନ୍ନାଥ ମନ୍ଦିର ନିକଟରେ ଆଜି ସକାଳୁ ଘଟିଛି ଅଘଟଣ। ନିମିଷକେ ଜଳି ଗଲା ଇଭି ଗାଡ଼ି। ଅଳ୍ପକେ ବଞ୍ଚିଗଲେ ଚାଳକ । ସୂଚନାନୁସାରେ, ନୟାଗଡ଼ ନୂଆ ବସ୍ ଷ୍ଟାଣ୍ଡରୁ ପୁରୁଣା ବସ୍ ଷ୍ଟାଣ୍ଡ ଅଭିମୁଖେ ଏକ ଇଭି ମଟର ସାଇକେଲ ଆସୁଥିବା ବେଳେ ଜଗନ୍ନାଥ ମନ୍ଦିର ନିକଟରେ ଇଭି ଗାଡ଼ି ହଠାତ୍ ଜଳିବାକୁ ଲାଗିଲା। ଚାଳକ ଜନଙ୍କ ନିଆଁ ଲିଭାଇବାକୁ ଚେଷ୍ଟା କରି ବିଫଳ ହେବାରୁ ଗାଡ଼ି ଛାଡ଼ି ଦେଇଥିଲେ। ତେବେ ଇଭି ଗାଡ଼ି ଟି ହୁତୁ ହୁତୁ ହୋଇ ଜଳିବାରୁ ସ୍ଥାନୀୟ ଲୋକ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଛି। ଚାଳକ ଜଣକ ବିପଦରୁ ଅଳ୍ପକେ ବର୍ତ୍ତି ଯାଇଥିବା ଆଲୋଚନା ହେଉଛି। ତେବେ କାହିଁକି ଓ କଣ ପାଇଁ ଇଭି ଗାଡ଼ି ଜଳିଗଲା ତାହା ତଦନ୍ତ ହେଲେ ଜଣାପଡ଼ିବ। ଆପଣ ମାନେ ଯଦି ଇଭି ଗାଡ଼ି ବ୍ୟବହାର କରୁଛନ୍ତି କିମ୍ବା ଛାତ୍ର ଛାତ୍ରୀ ମାନଙ୍କୁ ଦେଉଛନ୍ତି ତେବେ ସାବଧାନତା ଅବଲମ୍ବନ କରନ୍ତୁ। ଇଭି ଗାଡ଼ି କେତେବେଳେ କିଛି ଘଟିଯାଇପାରେ !

Preloader Image
IMG-20260815-WA0003
IMG-20260108-WA0001
Odisha Lekha August 19, 2026 August 19, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନେପାଳ ବନ୍ୟାରେ ଭାରତର ବଡ଼ ସହାୟତା:ପ୍ରଥମ ଦେଶ ଭାବେ ୬୮ ଟନ୍‌ ରିଲିଫ ସାମଗ୍ରୀ ପଠାଇଲା ଭାରତ, ବିଶ୍ୱର ବିଭିନ୍ନ ଦେଶ ବି ବଢ଼ାଇଲେ ସହାୟତାର ହାତ
ଦେଶ ବିଦେଶ
ନୟାଗଡ଼ ବିଜେଡ଼ି କାର୍ଯ୍ୟାଳୟରେ ‘Gen Z Inspection’ କାର୍ଯ୍ୟକ୍ରମ
ଜିଲ୍ଲା ଖବର
ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ;ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା:୧୦ ପ୍ରଶ୍ନର ଜବାବ୍ ମାଗିଲେ ଅରୁଣ
ରାଜନୀତି ରାଜ୍ୟ ଖବର
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ସୌମ୍ୟ ରଞ୍ଜନ:ସାହସିକତା ପାଇଁ ପାଇଲେ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର
ରାଜ୍ୟ ଖବର

ଅଧିକ ପଢନ୍ତୁ

ଆଞ୍ଚଳିକ ଖବରଦୁର୍ଘଟଣା

ମହାନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

Odisha Lekha August 24, 2026
ଦୁର୍ଘଟଣା

ମହାନଦୀରେ ବୁଡି ୧୩ବର୍ଷର ନାବାଳକ ମୃତ

Odisha Lekha August 23, 2026
ଜିଲ୍ଲା ଖବରଦୁର୍ଘଟଣା

ସକାଳର ବଡ଼ ଖବର:ଓଲଟିଲା ବସ୍:୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ,୩ଗୁରୁତର

Odisha Lekha August 18, 2026
ଦୁର୍ଘଟଣା

ଅଙ୍ଗନୱାଡ଼ି ଜିଲ୍ଲା ସଭାନେତ୍ରୀଙ୍କ ପରଲୋକ

Odisha Lekha July 6, 2026
ଦୁର୍ଘଟଣା

ଟି ବ୍ରିଜରେ ବଡ଼ ଦୁର୍ଘଟଣା:ବାଇକ୍ ଓ ଅଟୋ ମୁହାଁମୁହିଁ ଧକ୍କା: ବାଇକ୍ ଚାଳକଙ୍କ ମୁଣ୍ଡ ଗଣ୍ଡି ଅଲଗା

Odisha Lekha June 14, 2026
ଆଞ୍ଚଳିକ ଖବରଦୁର୍ଘଟଣା

ପୋଲିସ୍ ଭ୍ୟାନ୍ ଧକ୍କାରେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ

Odisha Lekha April 30, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?