Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ଇନ୍ସପେକ୍ଟର ସ୍ତରକୁ ପଦୋନ୍ନତି ପାଇଥିବା ଅଧିକାରୀଙ୍କ ବଦଳି:ନୟାଗଡ଼ରୁ ୯ଗଲେ, ଆସିଲେ ୧୩ ଇନ୍ସପେକ୍ଟର

Published November 20, 2025 ସ୍ୱତନ୍ତ୍ର ଖବର
Oplus_16908288
SHARE

ନୟାଗଡ଼, (ଓଡ଼ିଶା ଲେଖା): ଓଡ଼ିଶା ପୋଲିସରେ ଇନ୍ସପେକ୍ଟର ସ୍ତରରେ ବଡ଼ ଧରଣର ବଦଳି କରାଯାଇଛି । ଓଡ଼ିଶାର ୪୭୫ଜଣଙ୍କ ପୋଲିସଙ୍କର ବିଭିନ୍ନ ଜିଲ୍ଲାକୁ ବଦଳି କରାଯାଇଛି । ପୋଲିସ ଏସଆଇ ପାହ୍ୟାରୁ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ପାଇଥିବା କର୍ମଚାରିଙ୍କ ବଦଳି ହୋଇଛି । ନୟାଗଡ଼ ଜିଲ୍ଲା କଥା ଦେଖି ପଢ଼ିବା ତେବେ ନୟାଗଡ଼ ଜିଲ୍ଲାରେ କାର୍ଯ୍ୟରତ ପୋଲିସ ଏସଆଇ ୧୧ଜଣଙ୍କୁ ଅକ୍ଟୋବର ମାସରେ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ଦିଆଯାଇଥିଲା । ପୋଲିସ ମୁଖ୍ୟାଳୟର ଚିଠି ନଂ ୩୪୮୩ରେ ପ୍ରକାଶ ପାଇଥିଲା ବିଜ୍ଞପ୍ତିରେ ୯ଜଣ ପଦୋନ୍ନତି ପାଇଥିବା ଇନ୍ସପେକ୍ଟରଙ୍କୁ ନୟାଗଡ଼ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ବଦଳି କରାଯାଇଥିବା ବେଳେ ୨ଜଣ ଇନ୍ସପେକ୍ଟରଙ୍କୁ ନୟାଗଡ଼ ଜିଲ୍ଲାରେ ଥଇଥାନ କରଯାଇଛି । ଇନ୍ସପେକ୍ଟର ଶିବରଞ୍ଜନ ଶିଂହାଙ୍କୁ କନ୍ଧମାଳ, ସଞ୍ଜୟ କୁମାର ପରିଡ଼ାଙ୍କୁ ଏସଓଜି ଭୁବନେଶ୍ଵର, ପ୍ରିତିପ୍ରକାଶ ମହାନ୍ତିଙ୍କୁ ଜଗତସିଂହପୁର, ଶ୍ରଦ୍ଧା ନାୟକଙ୍କୁ ଖୋର୍ଦ୍ଧା ଜିଲ୍ଲାକୁ ବଦଳି କରାଯାଇଥିବା ବେଳେ ସ୍ନେହଲତା ପ୍ରଧାନଙ୍କୁ କଳାହାଣ୍ଡି, ସନ୍ତୋଷ କୁମାର ଦାସ ଓ ଧର୍ମେନ୍ଦ୍ର ଶିଆଳଙ୍କୁ ସ୍ପେଶାଲ ବ୍ରାଞ୍ଚକୁ ବଦଳି ହୋଇଛି । ସେହିପରି ଗୋପବନ୍ଧୁ ମଲ୍ଲିକଙ୍କୁ ରାୟଗଡ଼ା, ବିରଞ୍ଚି ନାରାୟଣ ଅମ୍ମାତଙ୍କୁ ଭଦ୍ରକ ଜିଲ୍ଲାକୁ ବଦଳି କରାଯାଇଥିବା ବେଳେ ବିନୟ କୁମାର ପରିଡ଼ା ଓ କୃତିବାସ ହରିଚନ୍ଦନଙ୍କୁ ପୁନଃ ନୟାଗଡ଼ ଜିଲ୍ଲାରେ ଥଇଥାନ କରାଯାଇଛି ।  ସେହିପରି ବିଭିନ୍ନ ଜିଲ୍ଲାରୁ ନୟାଗଡ଼ ପୋଲିସ୍ ଓ ନୟାଗଡ଼ ପୋଲିସ୍ ପ୍ରଶିକ୍ଷଣ ସ୍କୁଲରେ ୧୩ଜଣ ଇନ୍ସପେକ୍ଟରଙ୍କୁ ନିଯୁକ୍ତ କରାଯାଇଛି। ପୋଲିସ କମିଶରେଟରୁ ଇନ୍ସପେକ୍ଟର ମିନତୀ କୁମାରୀ ନାୟକ ଓ ସ୍ଵୟଂ ପ୍ରକାଶ ମହାନ୍ତି, ସୁବର୍ଣ୍ଣପୁର ଜିଲ୍ଲାର ଟଙ୍କଧର ଛତ୍ରିଆ, ଯାଜପୁର ଜିଲ୍ଲାର ଅଜୟ ସାହୁ, ପୁରୀ ଜିଲ୍ଲାର ସଂଘମିତ୍ରା ଚାନ୍ଦ, ପ୍ରିୟତମା ପ୍ରଧାନ ଓ ଲିଜା ମଲ୍ଲିକଙ୍କୁ ନୟାଗଡ଼ ପୋଲିସରେ ନିଯୁକ୍ତ କରାଯାଇଛି । ଦେଓଗଡ଼ ଜିଲ୍ଲାର ଧୋବେଇ ଗଡ଼ନାୟକ, ଗଜପତି ଜିଲ୍ଲାର କୃଷ୍ଣଚନ୍ଦ୍ର ମଲ୍ଲିକ, ବ୍ରହ୍ମପୁରର ଜୟନାଥ ପ୍ରଧାନ, କଳାହାଣ୍ଡିର କୃତିବାସ ପୂଜାରୀ, କଟକ ର ରତ୍ନାକର ପ୍ରଧାନ ଓ ଖୋର୍ଦ୍ଧା ଜିଲ୍ଲାର ପ୍ରମୋଦ କୁମାର ନାୟକଙ୍କୁ ନୟାଗଡ଼ ପୋଲିସ ପ୍ରଶିକ୍ଷଣ ସ୍କୁଲରେ ନିଯୁକ୍ତ ମିଳିଥିବା ନେଇ ରାଜ୍ୟ ପୋଲିସ ମୁଖ୍ୟାଳୟରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରୁ ସୂଚନା ମିଳିଛି ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha November 20, 2025 November 20, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ବ୍ରହ୍ମପୁରରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର କ୍ଲଷ୍ଟରସ୍ତରୀୟ ପ୍ରଶିକ୍ଷଣ ଶିବିର:ଡିଜିଟାଲ ମିଡ଼ିଆର ସୁଯୋଗ, ସମ୍ଭାବନା, ଆହ୍ୱାନ ଓ ଦାୟିତ୍ୱବୋଧ ଉପରେ ଆଲୋଚନା
ଜିଲ୍ଲା ଖବର
ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ଅଭିଯୋଗ;ଖୁବ୍‌ଶୀଘ୍ର ୪ ଜଣ ଡାକ୍ତରଙ୍କ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ:ବିଧାୟକ
ଆଞ୍ଚଳିକ ଖବର ସ୍ବାସ୍ଥ୍ୟ
“ସହର ଆମର, ସମ୍ପତ୍ତି ଆମର;ସ୍ୱଚ୍ଛତା ଓ ସୁରକ୍ଷା ଦାୟିତ୍ୱ ମଧ୍ୟ ଆମର”:ଅରୁଣ
ଜିଲ୍ଲା ଖବର
ସମ୍ପାଦକୀୟ: ନୟାଗଡ଼ର ସବୁଜ ବନାନୀ, ସୁରକ୍ଷା ଆମର ଦାୟିତ୍ୱ
ସ୍ୱତନ୍ତ୍ର ଖବର

ଅଧିକ ପଢନ୍ତୁ

ସ୍ୱତନ୍ତ୍ର ଖବର

ସମ୍ପାଦକୀୟ: ନୟାଗଡ଼ର ସବୁଜ ବନାନୀ, ସୁରକ୍ଷା ଆମର ଦାୟିତ୍ୱ

Odisha Lekha August 31, 2026
ସ୍ୱତନ୍ତ୍ର ଖବର

ସମ୍ପାଦକୀୟ:ପ୍ରଥମ ବର୍ଷରେ ‘ଓଡ଼ିଶା ଲେଖା’

Odisha Lekha August 15, 2026
ସ୍ୱତନ୍ତ୍ର ଖବର

ମେଧାବୀ ଛାତ୍ରୀ ରଶ୍ମିତାଙ୍କୁ ପୁନଃ ରୋଟାରୀ କ୍ଲବର ସହାୟତା

Odisha Lekha August 7, 2026
ସ୍ୱତନ୍ତ୍ର ଖବର

ଅଗଷ୍ଟ ୫ରେ ଆସନ୍ତୁ:ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରନ୍ତୁ:ସାମ୍ବାଦିକ ଭବନ

Odisha Lekha August 2, 2026
ସ୍ୱତନ୍ତ୍ର ଖବର

ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ମାରାଥନ ଉଦଘାଟନ: ମାଡ଼ ଖାଇଲା ଓଡ଼ିଆ ଅସ୍ମିତା:ଜୋତା ପିନ୍ଧି ନଡ଼ିଆ ଭାଙ୍ଗିଲେ ସାଂସଦ

Odisha Lekha July 19, 2026
ସ୍ୱତନ୍ତ୍ର ଖବର

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ‘ରଥପାଇଁ ଗଛଟିଏ’ କାର୍ଯ୍ୟକ୍ରମ:ଗଛ ଲଗାଇବା ପାଇଁ ସଂକଳ୍ପ ନେଲେ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଅଭିଭାବକ

Odisha Lekha July 15, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?